କୋଶଳୀ ଡ୍ରାମା - ଅନ୍ଧୀ ମାଁ || ଖରିଆର ସ୍ଵୟଂ ଶାସିତ ମହାବିଦ୍ୟାଳୟ, ଖରିଆର (KACK)

କୋଶଳୀ ଡ୍ରାମା - ଅନ୍ଧୀ ମାଁ || KACK
କୋଶଳୀ ଡ୍ରାମା - ଅନ୍ଧୀ ମାଁ

କୋଶଳୀ ଡ୍ରାମା - ଅନ୍ଧୀ ମାଁ :-

Theme Play Name : ଅନ୍ଧୀ ମାଁ (A Moral Play For Every Mother)
ନିର୍ଦ୍ଦେଶକ - ତନୁଶ୍ରୀ ରାୟ ଓ ରାମକୃଷ୍ଣ ମଣ୍ଡଳ
ପ୍ରୋଜୋଜକ - ରାମକୃଷ୍ଣ ମଣ୍ଡଳ
ଲେଖକ - ତନୁଶ୍ରୀ ରାୟ

ଚରିତ୍ର :-
୧. ଅର୍ଚ୍ଚନା ନିଆଲ୍ - ମଧୁ ସୁଧା ମେହେର ( ମାଁ )
୨. ରାମକୃଷ୍ଣ ମଣ୍ଡଳ - ଆରୁଷ ମେହେର ( ପୁଅ )
୩. ମୌସୁମୀ ଭୋଇ - କାଂଶି ଦାସ ( ବୋହୂ )
୪. ପ୍ରମୋଦ ସାହୁ - ସୁବୋଧ୍ ଦାସ ( କାଂଶି ର ବାପା )
୫. ଗୀତାରାଣୀ ଦୁରିଆ - ସରିତା ସାହୁ ( ଅନାଥ ଆଶ୍ରମ ର ପରିଚାଳିକା )
୬. ତନୁଶ୍ରୀ ରାୟ - ଲାବର୍ ଲଟି ( ଚାକରାଣୀ )
୭. ସାର୍ଥକ ମୁଣ୍ଡ - ଦଶରଥ ( ବୁଢ଼ା )
୮. ରାହୁଲ ବାଗ - ସୁରେଶ ସାହୁ ( ସରିତା ର ପୁଅ )
୯. କୃଷ୍ଣ ଆଦର୍ଶ ସାହୁ ( ପଥିକ ଜଣେ )
ଆମର ଏହି ନାଟକ ର ମହତ୍ୱ :-

  • ଏହି ନାଟକ ରୁ ଆମେ ଲୋକ ମାନଙ୍କୁ ଏହି ଶିକ୍ଷା ଦେବାକୁ ଚାହୁଛୁ ଯେ, ସେମାନେ ନିଜ ମା ଓ ବାପାଙ୍କୁ ସମ୍ମାନ ସହିତ ନିଜ ଘରେ ରଖିବେ ଓ ସେମାନଙ୍କ ସେବା ଏବଂ ସମ୍ମାନ କରିବେ ।
  • ମାଁ ବାପା ଙ୍କୁ ବୁଢ଼ା ବୁଢ଼ୀ ହେଇ ଗଲେ ଘରୁ ନାଇ କାଢି ଦେବ ସେମାନଙ୍କର ତାଙ୍କର ପିଲା ଛୁଆ ଉପରେ ଖୁବ୍ ଭରସା କରି ଥିସନ୍ । So, ସେମାନଙ୍କୁ ଅନାଥ ଆଶ୍ରମ କୁ ନାଇ ପଠାଇ କିନା ଘରେ ବହୁତ ସେବା କରିବ ।


Watch & Subscribe in Youtube 

ଆପଣ ମାନଙ୍କୁ ଏହି ନାଟକ କେନ୍ତା ଲାଗିଲା , ନିଜର ମତାମତ Comment ରେ ଦିଅନ୍ତୁ । ଏବଂ ସାଙ୍ଗ ଓ ମାଆ ବାପା ଆଉ ଅନ୍ୟ ପରିବାର ର ସଦସ୍ୟ ମାନଙ୍କ ସହ Share କରନ୍ତୁ ।
ଧନ୍ୟବାଦ୍ :)

4 comments:

About Me

authorHello Friends, my name is Sarthak Mund.i am a Computer Science Student.
More About Me →